ସାଥିହୋଇ ‘ଲୋକସେବା ଆୟୋଗ’ ପରୀକ୍ଷାରେ ପାସ୍‌ କଲେ ମା ଓ ପୁଅ

ନୂଆଦିଲ୍ଲୀ: କେରଳର ମାଲାପ୍ପୁରମ୍‌ରେ ଜଣେ ୪୨ ବର୍ଷୀୟ ମହିଳା ଏବଂ ତାଙ୍କ ୨୪ ବର୍ଷିୟ ପୁଅ ସାଥିହୋଇ ‘ଲୋକସେବା ଆୟୋଗ’ (ପିଏସ୍‌ସି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଗଣମାଧ୍ୟମକୁ ପୁଅ ବିବେକ କହିଛନ୍ତି, ଆମେ ଏକାଠି କୋଚିଙ୍ଗ୍‌ କ୍ଲାସ୍‌କୁ ଯାଉ। ମାଆ ମତେ ସଫଳ କରାଇଛନ୍ତି ଏବଂ ବାପା ଆମ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରି ଦେଇଥିଲେ। ଶିକ୍ଷକମାନଙ୍କଠାରୁ ଆମେ … Continue reading ସାଥିହୋଇ ‘ଲୋକସେବା ଆୟୋଗ’ ପରୀକ୍ଷାରେ ପାସ୍‌ କଲେ ମା ଓ ପୁଅ